OSSTET 2024 Result Declared

 OSSTET 2024 Result Declared

OSSTET 2024 Result Declared

ପ୍ରିୟ ଛାତ୍ରମାନେ, OSSTET ରେଜଲ୍ଟ 2024 ଯାହାକୁ ଆପଣ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଆଜି ଆନୁଷ୍ଠାନିକ ଭାବରେ Board of Secondary Education, Odisha ଅଫିସିଆଲ୍ ୱେବସାଇଟରେ ଆସିଯାଇଛି | କେବଳ ଏତିକି ନୁହେଁ, ଏହା ସହିତ ତୁମେ ତୁମର OMR ପ୍ରତିକ୍ରିୟା ମଧ୍ୟ ପାଇ ପରିବ ଏବଂ ସମସ୍ତ ବିଷୟର Scoring Key ମଧ୍ୟ ଉପଲବ୍ଧ ହେଇଛି।

  • ଅଧିକ ବିବରଣୀ ପାଇଁ ଅଫିସିଆଲ୍ ୱେବସାଇଟ ଦେଖନ୍ତୁ - Board Of Secondary Education, Odisha
  • Direct Result ଦେଖିବା ପାଇଁ - Click Here
  • ନିଜର OMR ଦେଖିବା ପାଇଁ - Click Here
  • ସମସ୍ତ ବିଷୟର Final SCORING KEY ଦେଖିବା ପାଇଁ - Click Here 

ଆପଣଙ୍କର ଫଳାଫଳ ଯାଞ୍ଚ କରିବାକୁ, ଆପଣ କେବଳ ଆପଣଙ୍କର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଏହାକୁ ଯାଞ୍ଚ କରିପାରିବେ।
 କିମ୍ବା, 
ଆପଣ ଆପଣଙ୍କର ରୋଲ୍ ନମ୍ବର ଏବଂ ମୋବାଇଲ୍ ନମ୍ବର ଦେଇ ଏହାକୁ ଯାଞ୍ଚ କରିପାରିବେ।

ବିଶେଷ ସୂଚନା: 
        ଯେଉଁମାନେ 2023 ରେ ପରୀକ୍ଷା ଦେଇଥିଲେ ସେମାନଙ୍କର ମଧ୍ୟ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି।


ଏହିପରି ପରୀକ୍ଷା ଏବଂ ଚାକିରି ସମ୍ବନ୍ଧୀୟ ସୂଚନା ପାଇଁ, WhatsApp Channel ରେ ଆମ ସହିତ ଯୋଗ ଦିଅ - Join Now

0 Comments

Post a Comment

Post a Comment (0)

Previous Post Next Post