LTR TGT-ARTS RESULT

 ବିଜ୍ଞାପନ ନଂ. Advertisement No.4231/OSSC ତାରିଖ ୨୨.୧୦.୨୦୨୪, Corrigendum No. 37/OSSC ତାରିଖ ୦୨.୦୧.୨୦୨୫, Corrigendum No. 202/OSSC ତାରିଖ ୧୫.୦୧.୨୦୨୫ ଏବଂ ୨୩.୦୩.୨୦୨୩ରେ ଅନୁଷ୍ଠିତ Preliminary Examination ରେ TGT Arts under Leave Training Reserve(LTR) -2024 ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ନିମ୍ନଲିଖିତ ରୋଲ୍ ନମ୍ବରଗୁଡ଼ିକୁ ଅସ୍ଥାୟୀ ଭାବେ ଚୟନ କରାଯାଇଛି। ମୁଖ୍ୟ ଲିଖିତ ପରୀକ୍ଷା ଚୟନିତ ପ୍ରାର୍ଥୀଙ୍କ ପାଇଁ ଜୁନ୍/ଜୁଲାଇ-୨୦୨୫ ଦ୍ବିତୀୟ ପକ୍ଷରେ(second fortnight) ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଚୟନ କରାଯାଇଥିବା ପ୍ରାର୍ଥୀମାନେ ନିୟମିତ ଭାବେ www.ossc.gov.in କମିଶନଙ୍କ ୱେବସାଇଟକୁ ଯାଇ ଏ ସମ୍ପର୍କରେ ଅପଡେଟ୍ ଜାଣିବାକୁ ପରାମର୍ଶ ଦିଆଯାଇଛି।


LIST OF CANDIDATES (7562 nos.) PROVISIONALLY SHORTLISTED FOR APPEARING IN THE MAIN WRITTEN EXAMINATION FOR THE POST OF TGT ARTS UNDER LEAVE TRAINING RESERVE(LTR)-2024.

LTR TGT-ARTS RESULT


  • To Check the result, You Should Visit OSSC Official Website - Click Here


  • For Regular Updates join our WhatsApp - Click Here

0 Comments

Post a Comment

Post a Comment (0)

Previous Post Next Post