OAV SUBARNAPUR (SONEPUR) DISTRICT REQUIREMENT

OAV SUBARNAPUR DISTRICT REQUIREMENT

OAV SUBARNAPUR (SONEPUR) DISTRICT REQUIREMENT

ସୁବର୍ଣ୍ଣପୁର ଜିଲ୍ଲାର ଓଏଭିଗୁଡ଼ିକର ଟିଜିଟି (ଓଡ଼ିଆ, ଇଂରାଜୀ, ହିନ୍ଦୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ) ଏବଂ ପିଜିଟି (ଇଂରାଜୀ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, କମ୍ପ୍ୟୁଟର ବିଜ୍ଞାନ ଓ ଜୀବବିଜ୍ଞାନ) ପଦବୀ ପାଇଁ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବା ପାଇଁ ୱାକ୍-ଇନ୍-ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଖାଲି ଥିବା ପଦବୀ ଓ leave vacancy ରେ ଖାଲି ଥିବା ପଦବୀ ଗୁଡ଼ିକ ପାଇଁ କୌଣସି ଶିକ୍ଷକ ନିୟମିତ ପଦବୀରେ ଯୋଗଦେବା ପର୍ଯ୍ୟନ୍ତ ଉପରୋକ୍ତ ପଦବିଗୁଡ଼ିକୁ ସମ୍ପୂର୍ଣ୍ଣ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦିଆଯିବ।

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ପୂର୍ବାହ୍ନ ସାଢ଼େ ୬ଟାରୁ ୧୦ଟା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୨୧.୦୪.୨୦୨୫ରୁ ୨୩.୦୪.୨୦୨୫ ମଧ୍ୟରେ ସୋନପୁରସ୍ଥିତ ଓଏଭି ପିପିଲିପାଲି ପରିସରରେ ଉକ୍ତ ୱାକ୍-ଇନ୍-ଡକ୍ୟୁମେଣ୍ଟ ଭେରିଫିକେସନ୍ ରେ ଯୋଗ ଦେଇପାରିବେ। ଅଧିକ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ www.subarnapur.odisha.gov.in ଦେଖନ୍ତୁ। ସାକ୍ଷାତକାରରେ ଯୋଗ ଦେବା ପାଇଁ କୌଣସି ଟିଏ / ଡିଏ ପ୍ରଦାନ କରାଯିବ ନାହିଁ।

Sl. No

Name of the Post

Date of Document Verification

1

PGT

21.04.2025 - (PGT- English, Physics & Chemistry)

22.04.2025 - (PGT - Biology, Computer Science & Mathematics)

2

TGT

21.04.2025 - (TGT English)

22.04.2025 - (TGT - Math & Science)

23.04.2025 - (TGT Odia, Hindi & SST)


ADRESS:-

OFFICE OF THE NODAL PRINCIPAL

ODISHA ADARSHA VIDYALAYAS, SUBARNAPUR DISTRICT

At- OAV Pipilipali, Po-Kalapathar, Ps/Dist-Sonepur

Email ID: oavsonepur2016@gmail.com


Join us for Updates - WhatsApp

0 Comments

Post a Comment

Post a Comment (0)

Previous Post Next Post